Tuesday, September 27, 2011

ଆମ ଚିଲିକା



ନିଳାମ୍ବୁ ଚିଲିକା ଆପଣ ମାନଙ୍କୁ ସ୍ୱାଗତ କରୁଅଛି 



ଚିର ସବୁଜ ଚିଲିକା ଜଳରାଶି ଦେଖି କବି କହିଥିଲେ " ଉତ୍କଳ କମଳା ବିଳାସ ଦିର୍ଘିକା, ମରାଳ ମାଳିନୀ ନିଳାମ୍ବୁ ଚିଲିକା"
ରହ ରହ କ୍ଷଣେ ବାଷ୍ପିୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ.